ମୋରଡା ବ୍ଲକରେ କଂଗ୍ରେସ ଦଳର ଜୋରଦାର ପ୍ରଚାର
ମୋରଡା ବ୍ଲକ୍ ର ବିଭିନ୍ନ ଵୁଥ ରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ରେ ଏକ ବୈଠକ ଅନୁଷ୍ଠିତ ହୋଇଛି ଏହି ବୈଠକରେ ବ୍ଲକ୍ ସଭାପତି ରାଜେଶ ପଢିଆରି,ଜୁଲୁ ଦାସ, ମୋହନ ଦାସ, ଯୁବ ସଭାପତି ତାପସ ରଂଜନ ରାଉତ ଏବଂ କଂଗ୍ରେସ ର କର୍ମୀ ଯୋଗ ଦେଇ, ୨୫ ବର୍ଷ ଧରି ରାଜ୍ୟ ସରକାର ଓ ୧୦ ବର୍ଷ କେନ୍ଦ୍ର ସରକାର ର ଅତ୍ୟାଚାର ର ଶିକାର ହୋଇ ଆସିଥିଲେ ଏଵେ ପରିବର୍ତ୍ତନ ର ସମୟ ଆସିଛି, କଂଗ୍ରେସ କରିଛି ସଵୁ ପ୍ରକଳ୍ପ କଂଗ୍ରେସ ଏକ ମାତ୍ର ବିକଳ୍ପ ସ୍ବର ରେ ଜନସାଧାରଣଙ୍କୁ ସଚେତନ କରିଥବା ବେଳେ ଲୋକେ ପରିବର୍ତ୍ତନ ଆଣିବେ ବୋଲି ମତପ୍ରକାଶ କରିଛନ୍ତି
ମୋରଡା ବ୍ଲକ୍ ର ଵୁଥ ସ୍ତରୀୟ ବୈଠକରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଆଉ ଏକ ସଭା ଅନୁଷ୍ଠିତ ହୋଇଛି ଏହି ବୈଠକରେ ବ୍ଲକ ସଭାପତି ରାଜେଶ ପଢିଆରି, ମୋହନ ଦାସ,ଜୁଲୁ ଦାସ, ଯୁବ ସଭାପତି ତାପସ ରଂଜନ ରାଉତ ଉପସ୍ଥିତ ହୋଇଥିଲେ | ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ଠାର ଵୁଥ ସ୍ତରୀୟ ବୈଠକରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ଉପସ୍ଥିତ ହୋଇ, ଆଦିବାସୀ ବର୍ଗ ଲୋକମାନଙ୍କ ର ଜମି,ଓ ତାଙ୍କ ଜାତୀ ଗଣନା କୁ ବିଛିନ୍ନ କରିବ ବୋଲି କହିଥିବା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ ଏହି ପ୍ରସ୍ତାବ କୁ କଂଗ୍ରେସ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଛି, ଏବଂ ଆସୁଥିବା ସାଧାରଣ ନିର୍ବାଚନ ରେ ଜନସାଧାରଣ ଉଚିତ ଜବାବ୍ ଦେଵେ ବୋଲି ମତପ୍ରକାଶ କରିଛନ୍ତି