କ୍ୟାପିଟାଲ ଥାନା ଆଗରେ ଅଟୋ ରଖି ଧାରଣାରେ ବସିଲେ ଅନଲାଇନ୍ ଅଟୋ ଡ୍ରାଇଭର ସଂଘ |

ଶତାଧିକ ଅଟୋ କ୍ୟାପିଟାଲ ଥାନା ଆଗରେ ରଖି କରୁଛନ୍ତି ପ୍ରତିବାଦ । କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣେ ଚାଳକକୁ ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା |

କ୍ୟାପିଟାଲ ଥାନା ଆଗରେ ଅଟୋ ରଖି ଧାରଣାରେ ବସିଲେ ଅନଲାଇନ୍ ଅଟୋ ଡ୍ରାଇଭର ସଂଘ  |
ରାଜଧାନୀରେ ଅନଲାଇନ ଅଟୋ ସେବା ଠପ ।

ଶତାଧିକ ଅଟୋ କ୍ୟାପିଟାଲ ଥାନା ଆଗରେ ରଖି କରୁଛନ୍ତି ପ୍ରତିବାଦ ।  କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣେ ଚାଳକକୁ  ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଗତକାଲି ଉଭୟ ଗୋଷ୍ଠିର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛନ୍ତି । ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦୋଷିକୁ ଗିରଫ କରିଥିବାର ଅଭିଯୋଗରେ ଆଜି କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘ ଘେରାଓ କରିଥିବା ଅଭିଯୋଗ ହୋଇଛି |