ଡ୍ରାଇଭର ପାଇଁ ମରିଛନ୍ତି ୮ ହଜାର

ଡ୍ରାଇଭର ପାଇଁ ମରିଛନ୍ତି ୮ ହଜାର

ଡ୍ରାଇଭର ପାଇଁ ମରିଛନ୍ତି ୮ ହଜାର
ନୂଆଦିଲ୍ଲୀ: ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ବହୁ ସମୟରେ ଧନଜୀବନ ନଷ୍ଟ ହେଉଛି । ତେବେ ଗତ ୨୦୧୭ରେ କେବଳ ଡ୍ରାଇଭର ପାଇଁ ୮ ହଜାର ଲୋକଙ୍କ ଜୀବନ ଯାଇଛି । ଏହାଛଡ଼ା ଡ୍ରାଇଭର ପାଇଁ ୨୦ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟାଇଛନ୍ତି ଡ୍ରାଇଭର । ଦ୍ରୁତ ଗତିରେ ଯିବା ଓ ମୋବାଇଲରେ ଗପିବା ଯୋଗୁଁ ଦୁର୍ଘଟଣା କଯିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି ।