ନୂଆପଡାରେ ତ୍ରୀକୋଣୀୟ ମୁକାବିଲା |

ମାଙ୍କ ଆର୍ଶୀବାଦ ନେଇ ସମର୍ଥକଙ୍କ ସହ ପଟୁଆରରେ ଆସି ନାମାଙ୍କନ ଭରିଲେ ଜୟ ଢୋଲକିୟା ପିସିସି ସଭାପତି ଭକ୍ତ ଦାସ ଓ ସମର୍ଥକଙ୍କ ସହ ବିରାଟ ପଟୁଆରେ ନାମାଙ୍କନ ଭରିଲେ ଘାସିରାମ ମାଝୀ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ କର୍ମକର୍ତ୍ତାଙ୍କ ସହ ପ୍ରଚାର ଆରମ୍ଭ କରିଥିବା ବେଳେ ୨୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ।