‘କାଳିଆ’ ଅଯୋଗ୍ୟ ନେଇ କଣ କହିଲେ ପ୍ରତାପ ଦେବ

‘କାଳିଆ’ ଅଯୋଗ୍ୟ ନେଇ କଣ କହିଲେ ପ୍ରତାପ ଦେବ

‘କାଳିଆ’ ଅଯୋଗ୍ୟ ନେଇ କଣ କହିଲେ ପ୍ରତାପ ଦେବ
ଭୁବନେଶ୍ୱର: ‘ କାଳିଆ’ ଅଯୋଗ୍ୟ ସଂଖ୍ୟା ନେଇ ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୧- ୩ ଲକ୍ଷ ୪୧ ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ୨- ବଡ଼ ଚାଷୀ ଓ ସରକାରୀ କର୍ମଚାରୀ କେବଳ ଅଯୋଗ୍ୟ ୩- ଟଙ୍କା ପାଇଥିବା ୧୨ ହଜାର ବଡ଼ ଚାଷୀ କେବଳ ଅଯୋଗ୍ୟ ୪- ଟଙ୍କା ପାଇଥିବା ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ ୫- ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି ୬-ପରିବାରରୁ ଏକାଧିକ ପାଇଥିଲେ ପରବର୍ତ୍ତୀ କିସ୍ତି ଟଙ୍କା ପାଇବେନି ୭-ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ