ଚିହ୍ନଟ ହେଉଛି ନୂଆ ସଂକ୍ରମଣ

ଚିହ୍ନଟ ହେଉଛି ନୂଆ ସଂକ୍ରମଣ

ଚିହ୍ନଟ ହେଉଛି ନୂଆ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣ ୬୦ ପ୍ରତିଶତ ୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୪୮୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୨୪ ଜଣ ମୃତୁ୍ୟ ବରଣ କରିଛନ୍ତି । ତେବେ ନୂଆ ସଂକ୍ରମଣ ମାମଲା ୬୦.୫୦ ପ୍ରତିଶତ ୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ଚିହ୍ନଟ ହୋଇଛି । କେରଳର ଗତ ୨୪ ଘଣ୍ଟା ମଧ୍ୟରେ ୬,୪୯୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୧୫୯ ଏବଂ ଦିଲ୍ଲୀରେ ୫,୨୪୬ ନୂଆ ମାମଲା ଚିହ୍ନଟ ହୋଇଚି । ଦେଶରେ ଏବେ ସକି୍ରୟ ମାମଲା ୪ ଲକ୍ଷ ୫୨ ହଜାର ୩୪୪ ରହିଛି । ମୋଟ ସଂକ୍ରମଣ ମାମଲାର ୪.୮୮ ପ୍ରତିଶତ ।