ପାଲିକା ଷ୍ଟାଡିୟମରେ ଦି ସ୍ପୋର୍ଟ୍ସ ହବ ଇଣ୍ଡିଆ ଟାଇକୋଣ୍ଡୋ ଉଦଯାପନ

ପାଲିକା ଷ୍ଟାଡିୟମରେ ଦି ସ୍ପୋର୍ଟ୍ସ ହବ ଇଣ୍ଡିଆ ଟାଇକୋଣ୍ଡୋ ଉଦଯାପନ

ଇଣ୍ଡିଆ ଟାଇକୋଣ୍ଡୋ, ୩ୟ ସବ-ଜୁନିଅର ଓ କ୍ୟାଡେଟ ନ୍ୟାସନାଲ ଟାଇକୋଣ୍ଡୋ ଚାମ୍ପିଅନସିପ -ତା ୧୬ ରୁ ୧୮ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ, କାନପୁର, ଉତ୍ତର ପ୍ରଦେଶ ସ୍ଥିତ, ଦି ସ୍ପୋର୍ଟ୍ସ ହବ, ପାଲିକା ଷ୍ଟାଡିୟମ ରେ ଉଦଯାପନ ହୋଇଛି, ଏଥିରେ ଓଡିଶା ଟାଇକୋଣ୍ଡୋ କୁ ପ୍ରତିନିଧିତ୍ୱ କରିଥିଲେ ୩୮ ଜଣ ଖେଳାଳୀ, କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ (ଅମର ଟାଇକୋଣ୍ଡୋ ଏକାଡେମୀ) ର ୧୬ ଜଣ ଖେଳାଳୀ ଙ୍କ ମଧ୍ୟରୁ ୪ଜଣ ଙ୍କୁ ରୌପ୍ୟ ପଦକ (ଆଦିତ୍ୟ ବଲ୍ଲଭ, ଆଋଷି, ଦିଶା, ଦିବ୍ୟାଙ୍କା ) ଓ 4 ଜଣଙ୍କୁ ବ୍ରୋଞ୍ଜ ପଦକ (ଶ୍ରେୟାନ୍ସ, ଦିକଶାନ, ଆଦିତ୍ୟ ଆରୁଷ, ଦ୍ଵିତୀ କ୍ରିଷ୍ଣା ) ଙ୍କୁ ମିଳିଛି | ଭାରତୀୟ ଜାତୀୟ ଦଳର କୋଚ୍ ଅମରେନ୍ଦ୍ର ପୃଷ୍ଟି ଓ ଓଡିଶା ମହିଳା ଦଳର କୋଚ ତପୋଦୀପା ପଣ୍ଡା ଙ୍କ ନେତୃତ୍ୱରେ ଗତ ୧୪ ଅଗଷ୍ଟ ରୁ କାନପୁର ଯାତ୍ରା କରି ୨୧ ଅଗଷ୍ଟ ରେ କଟକରେ ପହ୍ଞ୍ଚିକି ସୂଚନା ଦେଇଛନ୍ତି | ଓଡ଼ିଶା ଟାଇକୋଣ୍ଡୋ ର ସମ୍ପାଦକ ଚିନ୍ମୟ ବେହେରା ଓ କଟକ ଟାଇକୋଣ୍ଡୋ ର ସଭାପତି ପ୍ରସନ୍ନ ରାଉତ କୋଚ୍ ଓ ଖେଳାଳିଙ୍କୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଛନ୍ତି।