ଆମେଚର ତାଏକୋଣ୍ଡୋ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ ଉତ୍ସବ

ଆମେଚର ତାଏକୋଣ୍ଡୋ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ ଉତ୍ସବ

ଆମେଚର ତାଏକୋଣ୍ଡୋ ସଂଘ (କଟକ) ପକ୍ଷରୁ ଆଜି ଜବାହାରଲାଲ ନେହେରୁ ଇନଡୋର୍ ଷ୍ଟାଡିୟମ୍‌ରେ ବ୍ଲାକ ବେଲ୍ଟ ଗ୍ରାଜୁଏସନ ସାର୍ଟିଫିକେଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୧୫ ଜଣ ଖେଳାଳିଙ୍କୁ ବ୍ଲାକ ବେଲ୍ଟ ଏବଂ ଗ୍ରାଜୁ ଏ ସନ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

କଟକ ଜିଲ୍ଲା ଜିଲ୍ଲା କ୍ରୀଡ଼ା ଅଧ୍କାରୀ ରଶ୍ମୀରଂଜ ନ ଅତିଥ୍ "ଜନ ସାମନ୍ତରାଏ ମୁଖ୍ୟ ଭାବେ ଯୋଗଦେଇ ଖେଳାଳିଙ୍କୁ ସାର୍ଟି ଫିକେଟ ବିତରଣ କରିଥିଲେ । କଟକ ସଂଘର ସଭାପତି ପ୍ରସନ୍ନ ରାଉତ, ବ୍ୟାଡ଼ ମିଣ୍ଟନ କୋଚ ସଞ୍ଜୟ, କୋଚ୍ ଅମରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ।