ହୃତପିଣ୍ଡ ପାଇଁ ଖାଆନ୍ତୁ ଏହି ଖାଦ୍ୟ
ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ବହୁତ ହିତକାରୀ । ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ହୃତ୍ପିଣ୍ଡକୁ ସୁସ୍ଥ ରଖେ ।
ଅଖରୋଟ୍କୁ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲରସ୍ତର ହ୍ରାସ ହୁଏ । ଫଳରେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ହୃଦ୍ଘାତର ଆଶଙ୍କା କମ୍ ହୁଏ ।
ଟମାଟୋ ଖାଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିପାରେ ନାହିଁ, ଯାହାକି ରକ୍ତ ସଞ୍ଚାଳନ ସଠିକ୍ କରିଥାଏ ଏବଂ ହୃତ୍ପିଣ୍ଡ ସୁସ୍ଥ ରହେ ।
ରସୁଣରେ ମାଙ୍ଗାନିଜ୍, କ୍ୟାଲସିୟମ୍, ସେଲେନିୟମ୍, ଭିଟାମିନ୍ ସି' ଆଦି ରହିଛି, ଯାହାକି ହୃତପିଣ୍ଡ ପାଇଁ ବେଶ୍ ଜରୁରି ।
ପ୍ରତିଦିନ ଗାଜର ଖାଇଲେ ହୃତ୍ପିଣ୍ଡ ସୁସ୍ଥସବଳ ରହିଥାଏ ।
କ୍ଷୀର ଚା’ ପରବର୍ଭେ ବ୍ଲାକ୍ ଟି ବା ଗ୍ରୀନ୍ ଟି' ପିଇବା ହୃତ୍ପିଣ୍ଡ ପାଇଁ ହିତକର ।




admin 