ଝାରସୁଗୁଡ଼ା-ରାଉଣ୍ଡ ୧୩: ବିଜେଡି-୭୬୯୮୪, ବିଜେପି-୪୨୬୮୯, କଂଗ୍ରେସ-୩୬୬୪

ଝାରସୁଗୁଡ଼ା-ରାଉଣ୍ଡ ୧୩: ବିଜେଡି-୭୬୯୮୪, ବିଜେପି-୪୨୬୮୯, କଂଗ୍ରେସ-୩୬୬୪

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍‌ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି ।  କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍‌ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି ।  ତେବେ  ରାଉଣ୍ଡ-୧୩ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୭୬୯୮୪ଟି ଭୋଟ ମିଳିଥିବାବେଳେ ବିଜେପିକୁ ୪୨୬୮୯  ଓ କଂଗ୍ରେସକୁ ମାତ୍ର ୩୬୬୪ଟି ଭୋଟ ମିଳିଛି ।

 ରାଉଣ୍ଡ -୧୨ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୭୧୧୨୧, ବିଜେପିକୁ ୩୯୬୩୬  ଓ କଂଗ୍ରେସକୁ ମାତ୍ର ୩୪୬୯ଟି ଭୋଟ ମିଳିଥିଲା ।