ରାଗ କୁ ସମ୍ଭାଳି ନ ପାରିବାର ମୁଖ୍ୟ କାରଣ ଏହି ଖାଦ୍ୟ!

ରାଗ କୁ ସମ୍ଭାଳି ନ ପାରିବାର ମୁଖ୍ୟ କାରଣ ଏହି ଖାଦ୍ୟ!

ବାରମ୍ବାର କ୍ରୋଧ ଆସୁଛି କି? କ୍ରୋଧ ଆସୁଥିଲେ, ଟମାଟୋ କମ୍‌ ଖାଆନ୍ତୁ ।

ବାଇଗଣରେ କେତେକ ଏସିଡ ରହିଛି । ଯେଉଁ କାରଣରୁ ଏହାର ଅଧିକ ସେବନ କରିବା ଦ୍ୱାରା ଚିଡ୍‌ଚିଡାପଣ ବୃଦ୍ଧି ପାଏ । ଅଧିକ ମାତ୍ରାରେ ଫୁଲ କୋବି ଖାଇବା ଦ୍ୱାରା ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହେବାର ଦେଖାଯାଏ । ତେଣୁ ପାନମଧୁରୀ ଓ ଜୁଆଣୀ ଭଳି ଜିନିଷ ବ୍ୟବହାର କରନ୍ତୁ ।ଅତିରିକ୍ତ ରାଗ ,ମସଲାଯୁକ୍ତ ଖାଦ୍ୟ, ଚଟ୍‌ପଟା ଖାଦ୍ୟ ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ । ଏହାକୁ ସେବନ କରିବା ଦ୍ୱାରା କ୍ରୋଧର ମାତ୍ରା ବୃଦ୍ଧି ପାଇଥାଏ । ତେଣୁ ଯଥାସମ୍ଭବ ଏହାକୁ କମ୍‌ ମାତ୍ରାରେ ସେବନ କରନ୍ତୁ । ଦିନକୁ ୧ରୁ ୨କପ ଚା’ କିମ୍ବା କଫି ସେବନ କରିପାରିବେ । ମାତ୍ର ଏହା ଠାରୁ ଅଧିକ ମାତ୍ରାରେ ନୁହେଁ । ଏହାର ଅଧିକ ସେବନ କରିବା ଦ୍ୱାରା କ୍ରୋଧର କାରଣ ପାଲଟିଥାଏ ।