୨୦୨୨ ସୁଦ୍ଧା ଛଡାଯିବ ‘ଗଗନଯାନ’

୨୦୨୨ ସୁଦ୍ଧା ଛଡାଯିବ ‘ଗଗନଯାନ’

୨୦୨୨ ସୁଦ୍ଧା ଛଡାଯିବ ‘ଗଗନଯାନ’
ନୂଆଦିଲ୍ଲୀ: ମହାକାଶରେ ଇସ୍ରୋର ପ୍ରଥମ ମାନବ ମିସନ ୨୦୨୨ ସୁଦ୍ଧା ସଫଳ ହେବ ବୋଲି ଆକଳନ କରାଯାଉଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଏକ ବଡ ଉପହାର ଦେବ ଇସ୍ରୋ । ‘ଗଗନଯାନ’ ମିସନକୁ ସଫଳ କରିବା ଲାଗି ସ୍ୱତନ୍ତ୍ର ସେଲ ଗଠିତ କରାଯିବ । ଯୋଜନା ଓ ପ୍ରସ୍ତୁତିର ଜାତୀୟ ପରାମର୍ଶଦାତା ପରିଷଦ ଯାଂଚ କରିବ । ମହାକାଶ ଓ ଆଣବିକ ଶକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଭାରତ ମହାକାଶରେ ନିଜସ୍ୱ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ ।