କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଓ ହାତୀଦାନ୍ତ ସ୍ମଗଲର

କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଓ ହାତୀଦାନ୍ତ ସ୍ମଗଲର

କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଓ ହାତୀଦାନ୍ତ ସ୍ମଗଲର
ଭୁବନେଶ୍ୱର: କ୍ରାଇମ ବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଓ ହାତୀଦାନ୍ତ ସ୍ମଗଲର । ନୟାଗଡ ମହାନଦୀ ପଠା ମା’ କଳପଟା ମନ୍ଦିର ନିକଟରୁ ଏହି ବାଘ ଛାଲ ଓ ହାତୀଦାନ୍ତ ଜବତ ହୋଇଛି । ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି । ଜବତ ହାତୀ ଦାନ୍ତ ଓ ବାଘ ଛାଲକୁ ଯାଂଚ ପାଇଁ ଡେରାଡୁନ ପଠାଯିବ ବୋଲି ସୂଚନା ମିଳିଛି ।