ସମସ୍ତଙ୍କୁ ମାଗଣା ଟିକା ଦିଆଯିବ: ପ୍ରଧାନମନ୍ତ୍ରୀ

ସମସ୍ତଙ୍କୁ ମାଗଣା ଟିକା ଦିଆଯିବ: ପ୍ରଧାନମନ୍ତ୍ରୀ

ସମସ୍ତଙ୍କୁ ମାଗଣା ଟିକା ଦିଆଯିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, କରୋନାର ୨ୟ ଲହରରେ ଆମର ଲଢେଇ ଜାରି ରହିଛି । ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି । ସମସ୍ତେ ଦେଶବାସୀଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣା ଟିକା କେନ୍ଦ୍ର ଯୋଗାଇବ । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ କେନ୍ଦ୍ର ଟିକା ଦେବ ।