ରାଗିଲେ ଦିଦି, ଦେଲେନି ଭାଷଣ

ରାଗିଲେ ଦିଦି, ଦେଲେନି ଭାଷଣ

ରାଗିଲେ ଦିଦି, ଦେଲେନି ଭାଷଣ
କୋଲକାତା : ଆଜି ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ହେଉଛି । ଆଜି ଦିନକୁ ପରାକ୍ରମ ଦିବସ ରୂପେ ପାଳିତ ହେଉଛି । ପରାକ୍ରମ ଦିବସ ସମାରୋହରେ ଭାଷଣ ଦେବାକୁ ମନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେବାକୁ ମନା କରିଦେଲେ । ଉପସ୍ଥିତ କିଛି ଲୋକ ନାରାବାଜି କରିବାରୁ ଭାଷଣ ଦେବାକୁ ବର୍ଜନ କରିଦେଲେ । ମମତା କହିଲେ ସରକାରୀ କାର୍ଯ୍ୟକ୍ରମର କିଛି ମର୍ଯ୍ୟାଦା ରହିବା ଦରକାର । ନାରାବାଜିକୁ ପ୍ରତିବାଦ କରି ଭାଷଣ ଦେବେ ନାହିଁ ବୋଲି ମମତା ବାନାର୍ଜୀ କହିଲେ ।