ବର୍ଷୀୟାନ ଅଭିନେତ୍ରୀ ଶଶୀକଳା ଓମ ପ୍ରକାଶ ସୈଗଲଙ୍କର ପରଲୋକ

ବର୍ଷୀୟାନ ଅଭିନେତ୍ରୀ ଶଶୀକଳା ଓମ ପ୍ରକାଶ ସୈଗଲଙ୍କର ପରଲୋକ

ବର୍ଷୀୟାନ ଅଭିନେତ୍ରୀ ଶଶୀକଳା ଓମ ପ୍ରକାଶ ସୈଗଲଙ୍କର ପରଲୋକ
ମୁମ୍ବାଇ: ବର୍ଷୀୟାନ ଅଭିନେତ୍ରୀ ଶଶୀକଳା ଓମ ପ୍ରକାଶ ସୈଗଲଙ୍କର ପରଲୋକ ଘଟିଛି । ସେ ‘ତିନ ବାଟି ଚାର ରାସ୍ତା’ (୧୯୫୩) ଏବଂ ‘ମୁଝସେ ସାଦି କରୋଗେ (୨୦୦୪) ଭଳି ଅନେକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ସେ ସୋନପରି ଓ ଜାନୀ ଇସି କା ନାମ ହୈ ପରି କେତେକ ଟିଭି ଧାରାବାହିକରେ ବି କାମ କରିଥିଲେ । ଆରତା ଓ ଗୁମରାହ ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ବି ମିଳିଥିଲା ।