ଗୁଗୁଲ ପକ୍ଷରୁ ନୂଆ ଘୋଷଣା

ଗୁଗୁଲ ପକ୍ଷରୁ ନୂଆ ଘୋଷଣା

ଗୁଗୁଲ ପକ୍ଷରୁ ନୂଆ ଘୋଷଣା
ନୂଆଦିଲ୍ଲୀ: ଗୁଗୁଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଘୋଷଣା ହୋଇଛି । ନିଜ ପ୍ରାଇଭେସି ନିଜ ସୁରୁକ୍ଷା ଓ କର୍ତ୍ତବ୍ୟ ଅଟେ । ତେଣୁ ଗୁଗୁଲ ପକ୍ଷରୁ କିଛି ନୂଆ ଫିଚର୍ସ ଜାରି କରାଯିବ । ଗୁଗୁଲ ଉପଭୋକ୍ତାଙ୍କ ପାଇଁ କିଛି ନୂଆ ଫିଚର୍ସ ଜାରି ହେବ । ଦୁନିଆର ସବୁ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ନିଜ ପ୍ରାଇଭେସି ଓ ସିକ୍ୟୁରିଟି ନିଜ ଦ୍ୱାରା ନିୟନ୍ତ୍ରିତ କରାଯିବ । ଗୁଗୁଲ ନିଜ ସର୍ଭିସକୁ ଭଲ ପଦର୍ଶନ କରିବାକୁ ପୂର୍ବରୁ ମଧ୍ୟ ଅନେକ ପଦକ୍ଷେପ ନେଇଛି । ଗୁଗୁଲ ଖୁବ ଶୀଘ୍ର ମିମ ଉପରେ ପ୍ରାଇଭେଟ ମୋଡ଼ ଫିଚର୍ସ ଦେବ । ଗୁଗୁଲ ଥାର୍ଡ଼ ।ପର୍ଟୀ ଡ଼େଭଲପର୍ସଙ୍କ ସହ ଡ଼ାଟା ସେରିଙ୍ଗ କରିବାରେ ଭଲ ପଦର୍ଶନ ରହିଛି କିନ୍ତୁ ବର୍ତ୍ତମାନ କିଛି ପରିବର୍ତ୍ତନ କରାଯିବ ।