କମ୍ ବୟସର ପୁଅ ଅଧିକ ବୟସର ଝିଅଙ୍କୁ କାହିଁକି କରନ୍ତି ପ୍ରେମ...

କମ୍ ବୟସର ପୁଅ ଅଧିକ ବୟସର ଝିଅଙ୍କୁ କାହିଁକି କରନ୍ତି ପ୍ରେମ...

କମ୍ ବୟସର ପୁଅ ଅଧିକ ବୟସର ଝିଅଙ୍କୁ କାହିଁକି କରନ୍ତି ପ୍ରେମ...

ବର୍ତ୍ତମାନ ସମୟରେ ଗୋଟେ ପୁଅ ନିଜ ଜୀବନସାଥୀ ଖୋଜିବାବେଳେ ତାର ବୟସକୁ କେବେ ହେଲେ ଦେଖେନାହିଁ। ଏମିତି ବି ବହୁତ ପୁଅ ଅଛନ୍ତି ନିଜ ବୟସଠାରୁ ଅଧିକ ବୟସର ଝିଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ଆଉ ତାକୁ ହିଁ ନିଜର ଜୀବନସାଥୀ କରିଥାନ୍ତି।


ଆପଣ ଚାହିଁବେ ତ ବଲିଉଡର ଅଭିଷେକ ବଚ୍ଚନଙ୍କ ଠାରୁ ନେଇ କ୍ରିକେଟର ବିରାଟ କୋହଲି ଓ ବିଦେଶର ନିକ୍ ଜୋନସଙ୍କ ଉଦାହରଣ ଦେଇପାରିବେ। ସେମାନେ ହୁଅନ୍ତୁ କି ସାଧାରଣ ଲୋକ ସେମାନେ ଅଧିକ ବୟସର ଝିଅଙ୍କୁ ପ୍ରେମ କରିବାକୁ ବହୁତ ପସନ୍ଦ କରିଥାନ୍ତି। ତେବେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା


୧. ପୁଅମାନେ ଚାହାନ୍ତି କି ତାଙ୍କ ସ୍ତ୍ରୀ ନିଃସ୍ବାର୍ଥ ଭାବରେ ତାଙ୍କ ଯତ୍ନ ନେଉ। ଆଉ ଏତେ ଭଲ ପାଉ ଯେ ଯେମିତି ତା ମା’ ତାକୁ ଭଲପାଆନ୍ତି। ସାଧାରଣତଃ ବୟସରେ ବଡ଼ ଥିବା ଝିଅ ନିଜ ସ୍ବାମୀ ଏବଂ ପରିବାରକୁ ବହୁତ ଭଲ ଭାବେ ସମ୍ଭାଳୀ ପାରନ୍ତି।


୨. ବୟସରେ ବଡ଼ ଥିବା ସ୍ତ୍ରୀଙ୍କ ସ୍ବାମୀ ଯେତେବେଳେ ଚିନ୍ତିତ ଥାନ୍ତି ସେତେବେଳେ ସ୍ତ୍ରୀ ଭାବପ୍ରବଣ ହୋଇ ସହଯୋଗ କରିଥାନ୍ତି। କାରଣ ସେମାନଙ୍କ ପାଖରେ ଅନୁଭବ କରିବାର ଶକ୍ତି ଅଧିକ ଥାଏ।  କମ ବୟସର ଝିଅଙ୍କ ପାଇଁ କିଛି ଜିନିଷ ବୁଝିପାରିବା କ‌ଷ୍ଟସାଧ୍ୟ ହୋଇଯାଏ। କାରଣ କମ ବୟସର ଝିଅଙ୍କ ପାଖରେ ଅନୁଭବ କରିବାର ଶକ୍ତି କମ ଥାଏ।