କନିଆ ପାଇଁ କାନଭାସ ଜୋତା
କନିଆ ପାଇଁ କାନଭାସ ଜୋତା
ଭୁବନେଶ୍ୱର: ଯୁଗ ସହିତ ତାଳ ଦେଇ ଫେସନ ବି ବଦଳୁଛି । ଆଗେ ବିବାହରେ ଉଭୟ ବର-ବଧୂଙ୍କ ପାଇଁ ପାରମ୍ପରିକ ଜୋତା ବଜାରରେ ମିଳୁଥିଲା । ଏବେ ବି ମିଳୁଛି କିନ୍ତୁ ନୂଆ ନୂଆ ଡିଜାଇନରେ ଜୋତା ଆସୁଛି । କନିଆଙ୍କ ପାଇଁ ବିଶେଷ କରି ଡିଜାଇନ ହୋଇ କାନଭାସ ଜୋତା ମିଳିଲାଣି ।
ସେଗୁଡ଼ିକୁ ‘ୱେଡିଂ ସ୍ନିକର୍’ ବୋଲି କୁହାଯାଉଛି । ଲେହେଙ୍ଗା ସହ ଏହି କାନଭାସ ଯୋତାର ଷ୍ଟାଇଲ ବେଶ ସୁନ୍ଦର ଲାଗେ । ଦାମ୍ ମଧ୍ୟ ବେଶ ଚଢ଼ା । କନିଆମାନଙ୍କ ଏହି ଆକର୍ଷଣୀୟ କାନଭାସର ଦାମ ୧୦ ହଜାର ଟଙ୍କାରୁ ଆରମ୍ଭ ।




admin 