ତିଦ୍ଧତରେ କଳା ସେଓ

ତିଦ୍ଧତରେ କଳା ସେଓ

ତିଦ୍ଧତରେ କଳା ସେଓ
ସାଧାରଣତଃ ସେଓର ରଙ୍ଗ ଲାଲ୍, ସବୁଜ, ବା ପୀତ ଏହି ତିନଟି ବର୍ଣ୍ଣ ମିଶ୍ରଣର ହୋଇଥାଏ । କିନ୍ତୁ ଏକ ନିର୍ଦ୍ଧିଷ୍ଟ ପରିବେଶରେ ଏହାର ରଙ୍ଗ ଗାଢ଼ ବାଇଗଣୀ, ଏପରିକି ସମ୍ପୂର୍ଣ୍ଣ କଳା ପାଲଟିଯାଏ । ଭିତର କିନ୍ତୁ ଧଳା ରହେ । କଳା ହୀରା ଭାବେ ନାମିତ ଏହି ବିରଳ ସେଓ ତିଦ୍ଧତର ସ୍ୱାୟତ ଅଂଚଳ ନିଙ୍ଗ୍ଚରେ ଚାଷ କରାଯାଏ । ସ୍ଥାନୀୟ ଭାଷାରେ ଏହାର ନାମ ‘ହୁଆ ନିଉ’ । ସମୁଦ୍ର ପତନ ଠାରୁ ନିଙ୍ଗ୍ଚିର ଅବସ୍ଥିତ ପ୍ରାୟ ୩୧୦୦ ମିଟର ଉଚ୍ଚରେ । ସେଠାରେ ଦିନ ଓ ରାତିର ତାପମାତ୍ରାରେ ଅଧ୍ଚଳ ପ୍ରଭେଦ ରହେ । ତାହା ଛଡା ପର୍ଯ୍ୟାପ୍ତ ଅତି ବାଇଗଣୀ ସୂର୍ଯ୍ୟ କିରଣ ପଡେ । ତେଣୁ ସେଓ ବର୍ଣ୍ଣ କଳା ପାଲଟିଯାଏ । ପ୍ରାୟ ପଚାଶ ହେକଟର ଜମିରେ ଏହି ସେଓ ଚାଷ କରାଯାଉଛି । କିନ୍ତୁ ସବୁ ସେଓର ବର୍ଣ୍ଣ କଳା ପାଲଟେ ନାହିଁ । ତାହାର ଉପôାଦନ ମଧ୍ୟ ସୀମିତ ଥାଏ ।