ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍

ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍

ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍
ମହାରାଷ୍ଟ୍ର: ଭାଙ୍ଗିଲା ମହାରାଷ୍ଟ୍ର ବିଧାନସଭା : ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ ଫଡନଭିସ୍ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଫଡନଭିସ୍ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଏବେ ବି ଜାରି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ପରେ ଦେଖାଦେଇଥିଲା ବିବାଦ । ମହାରାଷ୍ଟ୍ର ସରକାର ଗଠନ ନେଇ ଆସିଲା ନୂଆ ମୋଡ । କିଏ ସରକାର ଗଠନ କରିବ ମହାରାଷ୍ଟ୍ରରେ ଏଯାଏଁ ବି ସ୍ପଷ୍ଟ ହୋଇନାହିଁ ।