ଆଜିଠୁ ବଢିଵ ବର୍ଷା
ଆଜିଠୁ ବଢିଵ ବର୍ଷା
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୁଣ୍ଣିବଳୟ ରହିଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଅଂଚଳ ର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ରୁ ୨୧ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପୁଣି ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
୧୮ ତାରିଖ ପାଇଁ ଭଦ୍ରକ, ବାଲେଶ୍ବର, ଓ ମୟୁରଭଞ୍ଜ ପାଇଁ ୟେଲୋ ଓ୍ବାଣ୍ଣ ଜାରି କରାଯାଇଛି। ୧୯ ତାରିଖରେ ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ରୁ ଖୋର୍ଧା, ନୟାଗଡ଼, ଜଗତସିଂହପୁର ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, କଟକ, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ, କେନ୍ଦ୍ରାପଡ଼ା ସବୁଠି ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି।




admin 