ମାନନ୍ତୁ କିଛି ସ୍ବାସ୍ଥ୍ୟ ମନ୍ତ୍ର, ସର୍ବଦା ରହିବେ ସୁସ୍ଥ

ମାନନ୍ତୁ କିଛି ସ୍ବାସ୍ଥ୍ୟ ମନ୍ତ୍ର, ସର୍ବଦା ରହିବେ ସୁସ୍ଥ

ନିୟମିତ ବ୍ରେକ୍‌ ଫାଷ୍ଟ କଲେ ମନ ପ୍ରଫୁଲ୍ଲ ରହିଥାଏ ।

ସବୁଦିନ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଏବଂ ସବୁଜ ପନିପରିବା ଖାଇଲେ ଶରୀର ସତେଜ ରହିଥାଏ । 

ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ ।

ପ୍ରତିଦିନ କିଛି ସମୟ ଯୋଗ କଲେ ମାନସିକ ଶାନ୍ତି ମିଳିଥାଏ ।

ଶୋଇବାକୁ ଯିବା ପୂର୍ବରୁ ଗୋଡ଼କୁ ଭଲ ଭାବରେ ଧୁଅନ୍ତୁ । ରାତିରେ ଖାଇବା ପରେ କିଛି ସମୟ ଚାଲବୁଲ କରନ୍ତୁ । ଫଳରେ ଖାଦ୍ୟ ସହଜରେ ହଜମ ହୋଇଥାଏ ।

ଅଧିକ ଲୁଣ ଓ ଚିନିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।

ଖାଇବାର ଘଣ୍ଟାଏ ପରେ କିମ୍ବା ଘଣ୍ଟାଏ ପୂର୍ବରୁ ପାଣି ପିଅନ୍ତୁ ।