ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ

ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ

ଅଇଁଠାପାଲି: ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ଅଇଁଠାପାଲି ଥାନା ଟାଙ୍ଗପାଲିରେ ମା’ ପୁଅଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା । ତେବେ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଅଇଁଠାପାଲି ଥାନା ପୋଲିସର ତଦନ୍ତ ଜାରି ।