ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଆଜି ସକାଳ ୫ .୦୨ ମିନିଟ ରେ ନୂଆଦିଲ୍ଲୀର ନାଙ୍ଗଲୋଇ ରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ର ତୀବ୍ରତା ରିଚର ସ୍କେଲ ରେ ୨.୩ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ସୂତ୍ରରୁ ଜଣାପଡ଼ିଛି ।ଭୂମିକମ୍ପ ଅନୁଭୂତ ହେବାରୁ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ । ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନ ହାନି ର ଖବର ମିଳି ନାହିଁ।