୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କର:ସୁପ୍ରିମକୋର୍ଟ

୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କର:ସୁପ୍ରିମକୋର୍ଟ

୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କର:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହାଇକୋର୍ଟ ଆନେ୍ଦାଳନ ମାମଲା । ସ୍ଥିତି ସ୍ୱାଭାବିକ ପାଇଁ ଆବଶ୍ୟକତା ନେଇ ରିପୋର୍ଟ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ରୀୟ ଫୋର୍ସର ଆବଶ୍ୟକତାା ନେଇ କୋର୍ଟକୁ ଅବଗତ କରାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଆସନ୍ତା ୨୪ରେ ମାମଲାର ପରବର୍ତୀ ଶୁଣାଶି କରାଯିବ ।