ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ

ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ

ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: କରୋନାର ତାର କାୟା ବିସ୍ତାର କରି ଚାଲିଛି । ଦେଶରେ କରୋନା ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ସେଥିରୁ କେହି ବି ବାଦ୍ ପଡୁନାହାଁନ୍ତି । କରୋନା ବଲିଉଡରେ ଛାଇ ଯାଇଥିବା ବେଳେ ଏବେ କ୍ରିକେଟ ଖେଳାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ନମୁନା ପରୀକ୍ଷା ପରେ ସଚିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର ସାମାନ୍ୟ ଲକ୍ଷଣ ଥିବା ଟିଟ୍ୱ କରି ସୂଚନା ଦେଇଛନ୍ତି । ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ପରୀକ୍ଷା ନେଗେଟିଭ୍ ବାହାରିଛି । ସଚିନଙ୍କୁ କରୋନା ପଜିଟିଭ ଚିହ୍ନଟ ପରେ ସଂଗରୋଧରେ ରହିଛନ୍ତି ।