ମୋଦି ଓ ଶାହାଙ୍କୁ କଂଗ୍ରେସର ଟାର୍ଗେଟ

ମୋଦି ଓ ଶାହାଙ୍କୁ କଂଗ୍ରେସର ଟାର୍ଗେଟ

ମୋଦି ଓ ଶାହାଙ୍କୁ କଂଗ୍ରେସର ଟାର୍ଗେଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏକ ପ୍ରେସମିଟରେ ମୋଦି ଓ ଶାହାଙ୍କୁ ଟାର୍ଗେଟ କଲା କଂଗ୍ରେସ । ଦେଶରେ ନିରପେକ୍ଷ ନିର୍ବାଚନ ପ୍ରକିୟା ବିପଦରେ ବୋଲି କଂଗ୍ରେସ କହିଛି । ନିର୍ବାଚନ ଆଚରଣ ବିଧି ଏବେ ମୋଦି ଆଚରଣ ବିଧି ପାଲଟିଛି । ମୋଦି ଓ ଶାହା ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ମୋଦି ଓ ଶାହାଙ୍କ କଥାରେ ଚାଲୁଛନ୍ତି ନିର୍ବାଚନ କମିଶନ । ବିଜେପିକୁ ଫାଇଦା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିଷ୍ପତି ବେଆଇନ ବୋଲି କଂଗ୍ରେସ କହିଛି । ଅଭିଯୋଗ ସତ୍ୱେ ବି ନମୋ ଟିଭି ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି । ମୋଦିଙ୍କ ପଦ ହେଉଛି ନିର୍ବାଚନ କମିଶନଙ୍କ ସମ୍ମାନ, ହେଲେ ଏପଟେ ଦେଶର ପ୍ରଜାତନ୍ତ୍ର ବିପଦରେ ରହୁଛନ୍ତି ।