ମୋରଡ଼ା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ପ୍ରଚାର

ମୋରଡ଼ା ନିର୍ବାଚନମଣ୍ଡଳୀର  କଂଗ୍ରେସ ବିଧାୟିକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ପ୍ରଚାର

ମୟୂରଭଞ୍ଜ ଜିଲ୍ଲାରେ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ।  ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାର ପ୍ରସାର ଜୋର ଧରିଥିବାବେଳେ ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାଲିଆଡିହା ଗ୍ରାମ ପଞ୍ଚାୟତରେ ଯୋଡି ହାତରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ବିଧାୟିକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ମୋରଡ଼ା ନିର୍ବାଚନମଣ୍ଡଳୀର ସାଧାରଣ ଜନତାଙ୍କ ସେବା ପାଇଁ ପୁଣିଥରେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ।

ସେହିପରି ଘର କୁ ଘର ଯାଇ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କୋକାଙ୍କ ଲୋକଙ୍କୁ ସଚେତନ କରେଇ କଂଗ୍ରେସକୁ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝେଥିଲେ