ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ

ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ

ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ  ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ
ଭୁବନେଶ୍ୱର - ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ ଲଲାଟେନ୍ଦୁ ଦାସ ସୂଚନା ଦେଇ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଠିକାଦାର ସଂସ୍ଥା ଦିଲୀପ କନଷ୍ଟ୍ରକ୍ସନକୁ କ୍ଷତିପୂରଣ ଦେବାକୁ କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଯଦି ଠିକାସଂସ୍ଥା କ୍ଷତିପୂରଣ ନଦିଏ ତେବେ ଏଏଆଇ ତା ବିଲରୁ ଟଙ୍କା କାଟି ଦେବାକୁ କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଆସନ୍ତା ୧୧ ତାରିଖରେ ଠିକାସଂସ୍ଥା ଏବଂ ଏଏଆଇକୁ ହାଜର ହେବାକୁ କମିଶନ ନିଦେ୍ର୍ଧଶ ଦେଇଛନ୍ତି ।