ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ, କିପରି ଜାଣନ୍ତୁ

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ, କିପରି ଜାଣନ୍ତୁ

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ, କିପରି ଜାଣନ୍ତୁ

ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି ।  ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ । ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

ଶାସ୍ତ୍ର ଅନୁଯାୟୀ ରବିବାର କିମ୍ବା ସୋମବାର ତିନୋଟି ଝାଡୁ କିଣନ୍ତୁ ।  ସୋମବାର କିମ୍ବା ମଙ୍ଗଳବାର ଦିନ ଶୁଭ ମୂହୁର୍ତ୍ତ ଦେଖି ପବିତ୍ର ହୋଇ ନିଜ ଘର ଆଖପାଖରେ କୌଣସି ମନ୍ଦିରରେ ଏହି ତିନୋଟି ଝାଡୁ ରଖିଦିଅନ୍ତୁ ।  ଧ୍ୟାନ ରଖନ୍ତୁ ଝାଡୁ ନେବା ସମୟରେ କେହି ଆପଣଙ୍କୁ କେହି ଦେଖିବେନାହିଁ ।

ଯଦି କେହି ଆପଣଙ୍କୁ ଦେଖିଦିଅନ୍ତି ତାହେଲେ ଏହି ଉପାୟ କାମ ଦେବ ନାହିଁ ବୋଲି ସମ୍ଭାବନା କରାଯାଏ ।  ଯଦି ଆପଣ ଏହା ଠିକ୍‌ ଭାବରେ କରିଦିଅନ୍ତି ତାହେଲେ ବହୁତ ଜଲଦି ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ଏହାବ୍ୟତୀତ ଶନିବାର ସନ୍ଧ୍ୟାରେ ବିରି ଡାଲିରେ ଅଳ୍ପ ଦହି ଏବଂ ସିନ୍ଦୁର ପକାଇ ଅଶ୍ୱସ୍ତ ଗଛ ତଳେ ରଖିଦିଅନ୍ତୁ ।  ଫେରିବା ବେଳେ ପଛକୁ ବୁଲି ଦେଖିନ୍ତୁ ନାହିଁ ।  ଏମିତି ନିୟମିତ କରିବା ଦ୍ୱାରା ଦେଖିବେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ ।