ଭୁବନେଶ୍ୱରେ କେନ୍ଦ୍ରୀୟ କୋଭିଡ ଟିମ୍
ଭୁବନେଶ୍ୱରେ କେନ୍ଦ୍ରୀୟ କୋଭିଡ ଟିମ୍
ଭୁବନେଶ୍ୱର :କୋଭିଡ ସ୍ଥିତି ସମୀକ୍ଷା ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ । ଦୁଇ ଜଣିଆ ଟିମ୍ ମୁଖ୍ୟ ଡ଼ା.ଶିବାନୀ ଦତ ପ୍ରତିକି୍ରୟା ଦେଇଛନ୍ତି । ସେ କହିଛନ୍ତି, ଆଜି ଆମେ ରାଜ୍ୟର ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିବୁ । କୋଭିଡ ପରିଚାଳନା, କଂଟେନମେଂଟ ଜୋନ୍ ଆଦି ନେଇ ଆଲୋଚନା ହେବ । ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ପରାମର୍ଶ ଦେବୁ । ଶେଷରେ କେନ୍ଦ୍ର ସରାକରଙ୍କୁ ରିପୋର୍ଟ କରିବୁ ବୋଲି ଡ଼ା. ଶିବାନୀ କହିଛନ୍ତି ।




admin 