କାଳ ବୈଶାଖୀ ସହ ବର୍ଷା, ଘଡଘଡି ସମ୍ଭାବନା

କାଳ ବୈଶାଖୀ ସହ ବର୍ଷା, ଘଡଘଡି ସମ୍ଭାବନା

କାଳ ବୈଶାଖୀ ସହ ବର୍ଷା, ଘଡଘଡି ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ କାଳ ବୈଶାଖୀ, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୩ଟି ଜିଲ୍ଲାକୁ ପାଣିପାଗ ପକ୍ଷରୁ ସତର୍କ ସୂଚନା । ଝାରସୁଗୁଡା, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, କଟକ, ଯାଜପୁର, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ । ଦିନ ୨ଟା ମଧ୍ୟରେ ସତର୍କ ରହିବାକୁ ସୂଚନା ।