ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ
ଭୁବନେଶ୍ୱର:ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି । ପୁରୀରେ ଥିବା ପୈତୃକ ଘର ଓ ହାତୀଶାଳରେ ଥିବା ଘରେ ଚଢାଉ କରଯାଇଥିବା ସୂଚନା ମିଳୁଛି । ମଙ୍ଗଳାହାଟ ଅଟାମିଲ , ବାଲିସାହି ଅଙ୍ଗନବାଡି କେନ୍ଦ୍ର ଓ ଡେଲାଙ୍ଗ ହାଟସାହିରେ ଥିବା ଶ୍ୱଶୁର ଘରେ ମଧ୍ୟ ରେଡ୍ କରାଯାଇଛି ।