ଭଲିବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ

ଭଲିବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ

ଭଲିବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ
ସାପଲହର ଗ୍ରାମ ର ଖେଳ ପଡିଆ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ମାଁ ବନମୁଣ୍ଡିଏନ୍ ସ୍ପୋଟିଙ୍ଗ ଆନୁକୂଲ୍ୟ ରେ ପ୍ରଥମକରି ଆୟୋଜନ କରିଥିବା ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିବସ ରେ ପ୍ରବେଶ କରିଛିା ଗତକାଲି ଗଣ୍ଡପାଲିର ଦୁଇଟି ଦଳ,ସାପଲହର ର ଦୁଇଟିଦଳ,ଝାରବନ୍ଧ,ଜାମପାଲି,ଚଣ୍ଡିଭଟା ଓ ବୁଧାପାଲି ର ଗୋଟିଏ ଦଳ ଲେଖାଏଁ ଭଲିବଲ ଦଳ ଙ୍କ ମଧ୍ୟରେ ସଂଘର୍ଷ ପୂର୍ଣ ମ୍ୟାଚ ଅନୁଷ୍ଠିତ ହୋଇ ଶେଷ ରେ ଫାଇନାଲ କୁ ଗଣ୍ଡପାଲି ଦଳ ବିଜୟୀ ଦଳ ଭାବେ ଘୋଷିତ ହୋଇଥିଲେ ା ଆଜି ଖେଳ ପ୍ରାରମ୍ଭ ରେ ମୁଖ୍ୟଅତିଥି ଭାବେ ଶ୍ରୀମାନ ସିବ୍ରତ ମେହେର ଆନୁଷ୍ଠାନିକ ଭାବେ ଫିତାକାଟିବା ପରେ ଛତିଶଗଡ ରାଜ୍ୟର ବିନଚି ର ଦଳ ଏବଂ ବଲାଙ୍ଗୀର ଜିଲ୍ଲାର ଆଗଲପୁର ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଯାଇଛିାସମ୍ମାନିତ ଅତିଥିଭାବେ ସର୍ବଶ୍ରୀ:- ହରେକୃଷ୍ଣ ସାହୁ,ଅରୁଣ ପ୍ରଧାନ,ଅନନ୍ତ ସାହୁ,ନାରାୟଣ ପ୍ରଧାନ ଆଜିକାର ଫାଇନାଲ ମ୍ୟାଚ ରେ ଯୋଗଦେଇଥିବାବେଳେ,ହାରାଧନ ପ୍ରଧାନ ଓ ଯୁବସଂଗଠକ ଋୁକ୍ମ ଣ ସରାପ ମଂଚ ପରିଚାଳନା ଦାୟିତ୍ୱ ତୁଲାଉଥିବାବେଳେ ସୁବଳ ସାହୁ ସ୍କୋରର ଦାୟିତ୍ୱ ବହନ କରିଛନ୍ତି ା ଆଜିକାର ମ୍ୟାଚ ରେ ଛତିଶଗଡ ଏବଂ ଓଡିଶା ର ବରଗଡ,ନୂଆଁପଡା ଓ ବଲାଙ୍ଗୀର ଜିଲ୍ଲାର ଖେଲାଳୀ ମାନଙ୍କୁ ନେଇ ଘମାଘୋଟ ଖେଳ ହେବ ବୋଲି ଜଣା ପଡୁଛିା ସନ୍ଧ୍ୟା ରେ ଫାଇନାଲ ଫଳଫଳ ଜଣାଯିବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ