ଫାଷ୍ଟଫୁଡ ଖାଇ ଓଜନ ବଢାଇଲେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା

ଫାଷ୍ଟଫୁଡ ଖାଇ ଓଜନ ବଢାଇଲେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା

ଫାଷ୍ଟଫୁଡ ଖାଇ ଓଜନ ବଢାଇଲେ  ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା

ଅକ୍ଟୋବର ୧୪ରେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା ଅଭିନୀତ ଡବଲ ଏକ୍ସେଲ ଚଳଚ୍ଚିତ୍ର  ମୁକ୍ତିଲାଭ କରିବାକୁ ଯାଉଛି । ଏମାନଙ୍କ ଅଭିଜ୍ଞତା ସମାଜର୍ ସମ୍ମୁଖୀନ ହେଉଥିବା ସୁବିଧା ଅସୁବିଧା ଉପରେ ଏହି କାହାଣୀ ଗଢିଉଠିଛି । ହୁମା-ସୋନାକ୍ଷୀଙ୍କ ସୁଟିଂ ପୂର୍ବରୁ ୬ କିଲୋ ଲେଖାଏଁ ଓଜନ ବଢାଇବାକୁ କୁହାଯାଇଥିଲା । ଏହା ସବୁଠୁ  ସହଜ କାମ ନୁହେଁ ବୋଲି କହିଥିଲେ । ଲଣ୍ଡନ ଚଳଚ୍ଚିତ୍ର କିଛି  ଅଂଶ ସୁଟିଂ ହୋଇଛି । ସେଠାରେ ପହଞ୍ଚôବା ପରେ ସେମାନେ ,ସେଠାରେ ମନଇଛା ଫାଷ୍ଟଫୁଡ଼ ଖାଇଲେ  ।  ୨ ସପ୍ତାହରେ ସେମାନଙ୍କ ଓଜନ ୭ କିଲୋରୁ ଅଧିକ ବଢିଯାଇଛି  । ହୁମା କହିଛନ୍ତି, ମନଭରି ଖାଇବା-ପିଇବା ସମୟରେ କିଛି ଜଣା ପଡିନଥିଲା । ମୁମ୍ବାଇ ଫେରିବା ପରେ  ଓଜନ କମ ପାଇଁ କସରତ କରିଥିଲି ।  ଆଗକୁ ଏମିତି ଭୂମିକା ମିଳିଲେ ସେ ଶହେଥର ଭାବିବେ ବୋଲି ହୁମା କହିଛନ୍ତି ।