ପୁରୀକୁ ପାଖେଇ ଆସୁଛି ଫୋନି

ପୁରୀକୁ ପାଖେଇ ଆସୁଛି ଫୋନି

ପୁରୀକୁ ପାଖେଇ ଆସୁଛି ଫୋନି
ଭୁବନେଶ୍ୱର: ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ପୁରୀ ଠାରୁ ଫୋନି ୩୩୦ କିମି ଦୂରରେ ରହିଛି । ବିଶାଖାପାଟନା ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଫୋନି । ଲ୍ୟାଣ୍ଡଫଲ ସମୟରେ ବଢିପାରେ ପବନର ବେଗ ବି ବଢିବାର ଆଶଙ୍କା କରାଯାଉଛି । ଘଂଟାପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ପୂର୍ବରୁ ସର୍ବାଧିକ ୨୦୦ କିମି ପବନ ବହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ।