ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କଲେ ଜୟ ନାରାୟଣ

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କଲେ ଜୟ ନାରାୟଣ

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କଲେ ଜୟ ନାରାୟଣ
ଭୁବନେଶ୍ୱର:ବିଧାନସଭାରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେପି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି । ପୂର୍ବ ଭଳି ଧାନ ସଂଗ୍ରହ କମିଟିକୁ କ୍ଷମତା ଦିଆଯାଉ । ମନ୍ତ୍ରୀ ଓ ସଚିବମାନେ ଧାନମଣ୍ଡି ପରିଦର୍ଶନ କରନ୍ତୁ । ମଣ୍ଡି ବ୍ୟବସ୍ଥାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଜୟ ନାରାୟଣ କହିଛନ୍ତି ।