ପିପିଲି ପାଇଁ କରୋନା ଗାଇଡଲାଇନ

ପିପିଲି ପାଇଁ କରୋନା ଗାଇଡଲାଇନ

ପିପିଲି ପାଇଁ କରୋନା ଗାଇଡଲାଇନ
ଭୁବନେଶ୍ୱର:ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ପ୍ରକାଶ ପାଇଛି । ସଭାସମିତି ପାଇଁ ଗାଇଡଲାଇନ ଜାରି କଲେ ଏସଆରସି । ଇଣ୍ଡୋରରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ କରାଯାଇ ପାରିବ ସଭା । ଇଣ୍ଡୋର ହଲରେ ୫୦% ସିଟରେ ବସିପାରିବେ ଲୋକେ । ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିଛି । ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ ପ୍ରଶାସନ କରିବ ।