ସୁଧହାର ହ୍ରାସ ନିଷ୍ପତି ପ୍ରତ୍ୟାହାର

ସୁଧହାର ହ୍ରାସ ନିଷ୍ପତି ପ୍ରତ୍ୟାହାର

ସୁଧହାର ହ୍ରାସ ନିଷ୍ପତି ପ୍ରତ୍ୟାହାର
ନୂଆଦିଲ୍ଲୀ: ସ୍ୱଳ୍ପ ସଂଚୟ ଉପରେ ସୁଧହାର ହ୍ରାସ ନିଷ୍ପତି ପ୍ରତ୍ୟାହାର କଲେ କେନ୍ଦ୍ର ସରକାର । ୨୪ ଘଂଟାରେ ନିଷ୍ପତି ବଦଳାଇଲେ କେନ୍ଦ୍ର ସରକାର । ସ୍ୱଳ୍ପ ସଂଚୟ ଉପରେ ସୁଧହାର ଅପରିବର୍ତିତ ରହିବ । ୨୦୨୦-୨୧ ଶେଷ କ୍ୱାର୍ଟରର ସୁଧହାର ଲାଗୁ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି । ପିପିଏଫ ସୁଧହାର ବାର୍ଷିକ ୭.୧% ଏନସିଏସ ସୁଧହାର ୬.୮% ରହିବ । ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର୭.୫%, ସେଭିଙ୍ଗ ଡିପୋଜିଟ କ୍ଷ% ରହିବ । ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ନୂର୍ବଭଳି ୭.୪ ପ୍ରତିାତ ରହିବ । କାଲି ସ୍ୱଳ୍ପ ସଂଚୟ ଉପେି ସୁଧହାର ହ୍ରାସ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର ।