ପନିରକୁ ରଖନ୍ତୁ ସତେଜ
ପନିରକୁ ରଖନ୍ତୁ ସତେଜ
ଭୁବନେଶ୍ୱର: ସପ୍ତାହରେ ଥରେ କିମ୍ବା ଦୁଇଥର ନିଜର ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ପିଲାଠାରୁ ବୟସ୍କ ସମସ୍ତଙ୍କ ଶରୀରକୁ ପନିର ପୋଷଣ ଯୋଗାଇଥାଏ । ପନିରକୁ ଫି୍ରଜରେ ୭ରୁ ୮ଦିନ ସତେଜ ରଖିବାର ଉପାୟ ଜାଣିବା । ପନିର ଏତେ ନରମ ଯେ ତାକୁ ସୂତା ସାହାର୍ଯ୍ୟରେ ପନିର କଟାଯାଇ ରନ୍ଧା ହୁଏ । ସତେଜ ରଖିବା ପାଇଁ ପନିରକୁ ଗୋଟିଏ ପାଣି ଭର୍ତ୍ତି ପାତ୍ରରେ ରଖନ୍ତୁ । ସେଥିରେ କଟା ପନିର କିମ୍ବା ପୂରା ଗୋଟା ପନିର ରଖି ତାକୁ ସୂତା ସାହାର୍ଯ୍ୟରେ ପନିର କଟାଯାଇ ରନ୍ଧା ହୁଏ । ସତେଜ ରଖିବା ପାଇଁ ପନିରକୁ ଗୋଟିଏ ପାଣି ଭର୍ତ୍ତି ପାତ୍ରରେ ରଖନ୍ତୁ ।
ସେଥିରେ କଟା ପନିର କିମ୍ବା ପୂରା ଗୋଟା ପନିର ରଖିପାରିବେ । ସେହିପାଣିରେ ଚିମୁଟାଏ ଲୁଣ ମିଶାଇ ପନିରକୁ ରଖନ୍ତୁ । ଧାନ ରଖିବେ,ଯେମିତି ପନିର୍ ପାଣିରେ ବୁଢ଼ି କରି ରହିବ ।




admin 