ବାସ୍ତୁ ଅନୁସାରେ ଲୁଣ ଡବା

ବାସ୍ତୁ ଅନୁସାରେ ଲୁଣ ଡବା

ବାସ୍ତୁ ଅନୁସାରେ ଲୁଣ ଡବା

ଭୁବନେଶ୍ୱର: ବାସ୍ତୁ ଅନୁସାରେ ଲୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବାସ୍ତୁବିତ୍ କହିଛନ୍ତି, ରୋଷେଇ ଘରେ ଲୁଣକୁ ଠିକ୍ ଦିଗରେ ରଖିଲେ ଘରେ ଧନଧାନ୍ୟ ବଢେ଼ । 

- ଲୁଣକୁ କୌଣସି ଧାତୁ ଡବାରେ ରଖନ୍ତୁନି । ଷ୍ଟିଲ୍, ତମ୍ବା ଧାତୁ ଡବାରେ ଲୁଣ ରଖିଲେ ଘରେ ଅଶାନ୍ତି, ଅଭାବ ବଢେ଼ ।
- କାଚ ଡବାରେ ଲୁଣ ରଖିଲେ ସବୁଠୁ ଭଲ । ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ଏହି ଉପାୟ କରନ୍ତୁ ।
- ଲାଲ କପଡ଼ାରେ ୨୦୦ ଗ୍ରାମ୍ ଲୁଣ ବାନ୍ଧି ରୋଷେଇଘର କେଉଁ ଏକ କୋଣରେ ଲୁଚାଇ ରଖିବେ ।
ସମୟକ୍ରମେ ଘରୁ ସବୁ ଅସୁବିଧା ଦୂରେଇଯିବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୁଣ ଡବାକୁ ରୋଷେଇ ଘର ଦକ୍ଷିଣ ଦିଗରେ ରଖନ୍ତୁନି ।