ପଞ୍ଚାୟତଅଫିସ ଉଡାଇଲେ ମାଓବାଦୀ

ପଞ୍ଚାୟତଅଫିସ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଥିଲି ବ୍ଲକର ଟେମୁରପାଲି ପଞ୍ଚାୟତ କାର୍ୟ୍ୟାଳୟ ଉପରକୁ ଆଜି ବିଳମ୍ବିତ ରାତିରେ ମାଓବାଦୀମାନେ ବୋମା ମାଡ କରିଛନ୍ତି। ବୋମା ମାଡରେ ପଞ୍ଚାୟତ କାର୍ୟ୍ୟାଳୟଟି ନଷ୍ଟ ହୋଇଯାଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ୩୦ ରୁ ୪୦ ମାଓବାଦୀ ଆସି ବିସ୍ଫୋରଣ କରିଥିଲେ ।ଏ ପର୍ଯ୍ୟନ୍ତ ପୋଲିସ ପହଂଚିନାହାନ୍ତି । ମୃତାହତ ଓ କ୍ଷୟକ୍ଷେତି ସମ୍ପର୍କରେ ସୂଚନା ମିଳିନାହିଁ ।