ଜାଣନ୍ତୁ ନବ ଦାସ ୨ ବର୍ଷରେ କେତେ ଗାଡି କିଣିଛନ୍ତି

ଜାଣନ୍ତୁ ନବ ଦାସ ୨ ବର୍ଷରେ କେତେ ଗାଡି କିଣିଛନ୍ତି

ଜାଣନ୍ତୁ ନବ ଦାସ ୨ ବର୍ଷରେ କେତେ ଗାଡି କିଣିଛନ୍ତି
ଭୁବନେଶ୍ୱର : ସିଏମଓ ୱେବସାଇଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ସବୁ ମନ୍ତ୍ରୀ ସମ୍ପତ୍ତି ତାଲିକା ଦେଇଛନ୍ତି । ସିଏମଓ ୱେବସାଇଟରେ ନବୀନଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସ୍ଥାନିତ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ୨ ବର୍ଷରେ ୮୦ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି । ୨୦୧୮ରୁ ୨୦ ମଧ୍ୟରେ ନବ ଦାସ ୮୦ଟି ଗାଡ଼ି କିଣିଛନ୍ତି । ଗୋଟିଏ ସୌଖୀନ ମର୍ସିଡିସ ବେଞ୍ଜ କାର ସହ ୮୦ଟି ଗାଡ଼ି କିଣିଛନ୍ତି ନବ ଦାସ । ମର୍ସିଡିସ ବେଞ୍ଜ କାର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା ଦର୍ଶାଯାଇଛି । ଅନ୍ୟ ଗାଡ଼ିଗୁଡ଼ିକ ଭିତରେ ଅନେକ ଟ୍ରକ ଓ ବାଣିଜି୍ୟକ ଗାଡ଼ି ରହିଛି ।