ଜଳିଗଲା ଯାତ୍ରୀବାହୀ ବସ

ଜଳିଗଲା ଯାତ୍ରୀବାହୀ ବସ

ଜଳିଗଲା ଯାତ୍ରୀବାହୀ ବସ
ବାଲିଗୁଡ: ବିଚ୍ ରାସ୍ତାରେ ଯାତଅୀବାହୀ ବସ୍ ଜଳିଗଲା । କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହଠାତ୍ ନିଆଁ ଳାଗିଗଲା । ବାଲିଗୁଡାରୁ ଭଞ୍ଜନଗର ଯାଉଥିବା ବେଳେ ନିଆଁ ଲାଗିଗଲା । ନିଆଁ ଲାଗିଲା ପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡିଥିଲେ । ବସରୁ ଓହ୍ଲାଇ ପଡିବାରୁ ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ କାହିଁକି ଲାଗିଲା ନିଆଁ ଏପର୍ଯ୍ୟନ୍ତ କୌଣିସ ସ୍ପଷ୍ଟ ସୂଚନା ମିଳି ନାହିଁ । ଘଟଣାସ୍ଥଳରେ ଦମକଳ ବାହୀନି ପହଂଚି ବସରେ ଲାଗି ଥିବା ନିଆଁ ଲିଭାଇ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।