ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର:ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଆଇଏଏସ ଅଫିସର କେଉଁ ବିଭାଗରେ ରହିଲେ । ଗଗନ ଧଳ-ଓଏଫଡିସି ଅଧ୍ୟକ୍ଷ ସୁରେଶ ମହାପାତ୍ର-ଉନ୍ନୟନ କମିଶନର, ଯୋଜନା ସଂଯୋଜନା ଦାୟିତ୍ୱରେ ବି ରହିବେ । ସୁଦର୍ଶନ ପାଲ ଠାକୁର-କେବିକେ ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱ ପ୍ରଦୀପ୍ତ ମହାପାତ୍ର-କୃଷି ଉତ୍ପାଦନ କମିଶନର, ସ୍କୁଲ ଓ ଗଣଶିକ୍ଷା ଦାୟିତ୍ୱରେ ବି ରହିବେ ମୋନା ଶର୍ମା-ଜଙ୍ଗଲ ପରିବେଶ ବିଭାଗ ସଂଜୀବ ଚୋପ୍ରା- ଗୃହ ବିଭାଗ ଅତିରିକ୍ତ ଦାୟିତ୍ୱ ମନୋଜ ମିଶ୍ର- ଇ ଏବଂ ଆଇଟି ବିଭାଗ ଅତିରିକ୍ତ ଦାୟିତ୍ୱ ରୁଦ୍ର ନାରାୟଣ ପଲେଇ- ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ