ଜନ୍ମବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିର ପ୍ରକୃତି
ସୋମବାର ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସଜ୍ଜନ ହୋଇଥା’ନ୍ତି ।
ମଙ୍ଗଳବାର ଜନ୍ମ ହୋଇଥିଲେ ବ୍ୟକ୍ତି କ୍ରୋଧି ପ୍ରକୃତିର ହୋଇଥା’ନ୍ତି ।
ବୁଧବାର ଜନ୍ମିତ ବ୍ୟକ୍ତି ଧାର୍ମିକ ପ୍ରବୃତିର
ଗୁରୁବାର ଜନ୍ମିତ ବ୍ୟକ୍ତି ବିଶେଷ ସଦଗୁଣ, ଧାର୍ମିକ ଓ ତେଜସ୍ୱୀ ହୋଇଥା’ନ୍ତି ।
ଶୁକ୍ରବାର ସଂଧ୍ୟାରେ କରାଯାଉଥିବା ସବୁ କାର୍ୟ୍ୟ ଶୁଭ ଫଳ ଦେଇଥାଏ ।
ଶନିବାର ଜନ୍ମଗ୍ରହଣ କରିଥିବା ଲୋକଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ।
ରବିବାର ଜନ୍ମିତ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି