ଛକ ଛକ ବୁଲି ଦେଖିଲେ 5-ଟି ସଚିବ

ଛକ ଛକ ବୁଲି ଦେଖିଲେ 5-ଟି ସଚିବ

ଛକ ଛକ ବୁଲି ଦେଖିଲେ 5-ଟି ସଚିବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଲୋକସଂଖ୍ୟା  ଦିନକୁ  ଦିନ ବୃଦ୍ଧି ପାଉଛି ।  ଗାଡି ମୋଟର  ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି  । ଏହା ଦ୍ୱାରା ସହରରେ ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି  ।
ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେରେ  ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି  ଟକିଜ  ଛକ  କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ ଆଇଗିଣିଆ ଛକ ଆଦି ବୁଲି ଦେଖିବା  ସହ  ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ  ଏବଂ ପୋଲିସ ର ବରିଷ୍ଠ  ଅଧିକାରୀଙ୍କ ସହ  ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା  କରିଥିଲେ । ଏହି ପରିଦର୍ଶନ  ସମୟରେ ପୋଲିସ  କମିଶନରଏସ ପ୍ରିୟଦର୍ଶୀ ପୂର୍ତ୍ତ ସଚିବ  ଭି ଭି ଯାଦବ, ବିଏମସି କମିଶନର କୁଳାଙ୍ଗେ ପ୍ରମୁଖ ଉପସ୍ଥିତ  ଥିଲେ ।