ପୁଣି ପ୍ରିୟଙ୍କା କରୋନା ପଜିଟିଭ
ପୁଣି ପ୍ରିୟଙ୍କା କରୋନା ପଜିଟିଭ
ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ପ୍ରିୟଙ୍କା ଟୁଇଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଘରେ ନିଜକୁ ଆଇସୋଲେଟ କରି ରଖିବା ସହ ସମସ୍ତ ପ୍ରୋଟୋକଲ ପାଳନ କରୁଛନ୍ତି ବୋଲି ଟୁଇଟ୍ରେ ଲେଖିଛନ୍ତି।
ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁନ ୩ରେ କରୋନା ପଜିଟିଭ୍ ହୋଇଥିଲେ ।




admin 