ଆଇସୋଲେସନରେ କିଙ୍ଗ ଖାନ୍

ଆଇସୋଲେସନରେ କିଙ୍ଗ ଖାନ୍

ଆଇସୋଲେସନରେ କିଙ୍ଗ ଖାନ୍
ମୁମ୍ବାଇ :ସୁପରଷ୍ଟାର ଶାହରୁଖ ଖାନଙ୍କ ପିଲ୍ମ ପଠାନ ର ଏକାଧିକ କ୍ରୁ୍ୟ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ଗାଇଡଲାଇନ ଅନୁସାରେ ଶାହରୁଖ ନିଜକୁ ଆଇସୋଲେସନରେ କରାଇଛନ୍ତି । ପଠାନ ଫିଲ୍ମ ସୁଟିଂକୁ ସ୍ଥଗିତ କରାଯାଇଛି । ଶାହରୁଖଙ୍କ ସମତେ ସମସ୍ତ କ୍ରୁ୍ୟ ସଦସ୍ୟଙ୍କର ନମୁନା ପରୀକ୍ଷା କରାଯାଇଛି । ଏବେ ସୁଦ୍ଧା ରିପୋର୍ଟ ମିଳିପାରନି । ତେବେ ତେବେ ଶାହରୁଖଙ୍କ ନିକଟରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଯାଇନି ।